ସଂସଦର ଶୀତ ଅଧିବେଶନ ନଭେମ୍ବର ଚତୁର୍ଥ ସପ୍ତାହରୁ ଆରମ୍ଭ ହୋଇପାରେ
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ଚତୁର୍ଥ ସପ୍ତାହରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇପାରେ। ସମସ୍ତ କୋଭିଡ୍ ନିୟମାବଳୀ ପାଳନ ସହ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଶୀତ ଅଧୀବେଶନ ସମୟରେ ୨୦ଟି କାର୍ଯ୍ୟଦିବସ ରହିବ। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଗତବର୍ଷ ଶୀତ ଅଧିବେଶନ ହୋଇପାରିନଥିଲା। ଅନ୍ୟପକ୍ଷେ ବଜେଟ୍ ଏବଂ ମୌସୁମୀ ଅଧିବେଶନକୁ କୋଭିଡ୍ ପାଇଁ କାଣ୍ଟଛାଣ୍ଟ କରାଯାଇଥିଲା। ସରକାରୀ … Continue reading ସଂସଦର ଶୀତ ଅଧିବେଶନ ନଭେମ୍ବର ଚତୁର୍ଥ ସପ୍ତାହରୁ ଆରମ୍ଭ ହୋଇପାରେ
Copy and paste this URL into your WordPress site to embed
Copy and paste this code into your site to embed